ମହାପ୍ରଭୁଙ୍କ ଅପାର କୃପାରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧିରେ ଭରିଯାଉ : ସୁନୀଲ କୁମାର ପଣ୍ଡା

ଭୁବନେଶ୍ୱର, ୧୬/ ୭ : ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।ମହାପ୍ରଭୁଙ୍କ ଅପାର କୃପାରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି, ସୁସ୍ୱାସ୍ଥ୍ୟ ଓ ଆନନ୍ଦରେ ପରିପୂର୍ଣ୍ଣ ହେଉ।

ଏହି ପବିତ୍ର ରଥଯାତ୍ରା ସମସ୍ତଙ୍କ ଜୀବନରେ ନୂତନ ଆଶା, ବିଶ୍ୱାସ ଓ ମଙ୍ଗଳର ବାର୍ତ୍ତା ଆଣୁ ବୋଲି କହିଛନ୍ତି ସାମ୍ବାଦିକ ସୁନୀଲ କୁମାର ପଣ୍ଡା l

Leave a Reply

Your email address will not be published. Required fields are marked *