ଭୁବନେଶ୍ୱର, ୧୬/୭ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ପାବନ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଭକ୍ତ ଓ ଭଗବାନଙ୍କ ଏହି ଦିବ୍ୟ ମିଳନ ଆମ ସମସ୍ତଙ୍କ ଜୀବନରେ ଭକ୍ତି, ପ୍ରେମ, ଶାନ୍ତି, ସୁଖ ଓ ସମୃଦ୍ଧିର ଅମୃତ ବାର୍ତ୍ତା ନେଇ ଆସୁ ବୋଲି କହିଛନ୍ତି ସାମ୍ବାଦିକ ପ୍ରାଣ ରଞ୍ଜନ ବେହେରା l













Leave a Reply