ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ : ଡ. ବିକାଶ କୁମାର ମିଶ୍ର

ଭୁବନେଶ୍ୱର, ୧୬/ ୭ : ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ମହାପ୍ରଭୁଙ୍କ ଅସୀମ କୃପା ସଭିଙ୍କ ଜୀବନରେ ସୁଖ, ଶାନ୍ତି ଓ ମଙ୍ଗଳ ଆଣୁ ବୋଲି କହିଛନ୍ତି ଡ. ବିକାଶ କୁମାର ମିଶ୍ର l

Leave a Reply

Your email address will not be published. Required fields are marked *