ଆଉ ଖୋଲିବନି ମଦ ଦୋକାନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ, ୫/୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ ୨.୦’ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି – ନୂଆ ଅବକାରୀ ନୀତି ୨୦୨୬-୨୯ ଅନୁଯାୟୀ ଆଗାମୀ…

Read More
୪୮ ଘଣ୍ଟାରେ ଗିରଫ ହେବ ପ୍ରଣବଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ: ଯାଜପୁର ଏସପି

ଭୁବନେଶ୍ୱର, ୫/୧୦: ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାରେ ଯାଜପୁର ଏସପି ୟଶ ପ୍ରତାପ ଶ୍ରୀମଲ ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ନେଇ…

Read More
୬ ମାସ ଭିତରେ ପଶ୍ଚିମବଙ୍ଗରେ ୟୁସିସି ଲାଗୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ ନୂଆଦିଲ୍ଲୀ, ୪/୧୦: ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ପଶ୍ଚମବଙ୍ଗରେ ଲାଗୁ ହେବ ୟୁସିସି । ଆସନ୍ତା ୬ ମାସ ମଧ୍ୟରେ ୟୁସିସି ଲାଗୁ କରିବା…

Read More
ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ 

ଭୁବନେଶ୍ୱର, ୪/୧୦: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଗଡ଼ ମଧୁପୁର ପଞ୍ଚାୟତର ପନ୍ତୁରି ଗାଁରେ ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ…

Read More
ପ୍ରଶାସନିକ ସେବାରୁ ରାଜନୀତି: ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ହେଲେ ଏମ୍. ନାଗେଶ୍ୱର ରାଓ

ଭୁବନେଶ୍ୱର/ ନୂଆଦିଲ୍ଲୀ, ୪/୧୦: ପ୍ରଥମେ ପ୍ରଶାସନିକ ସେବା ପରେ ଏବେ ସିଧାସଳଖ ରାଜନୀତିକୁ ଓହ୍ଲାଇଛନ୍ତି ପୂର୍ବତନ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ଏମ୍. ନାଗେଶ୍ୱର ରାଓ । ବାରାଣସୀରେ…

Read More
ଗାନ୍ଧୀ ଜୟନ୍ତୀ ଅବସରରେ ଓଜେସିରେ ଆଲୋଚନାଚକ୍ର

ଭୁବନେଶ୍ୱର,୩/୧୦ : ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଓଡ଼ିଶା ଜନତା କଂଗ୍ରେସ କାର୍ଯ୍ୟାଳୟଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । “ଗାନ୍ଧୀ ବିଚାରଧାରାର ପ୍ରାସଙ୍ଗିକତା-…

Read More
ଦଳୀୟ ସଂଗଠନକୁ ଆହୁରୀ ଅଧିକ ସୁଦୃଢ କରାଯିବ : ଡି.ପୁରନ୍ଦେଶ୍ୱରୀ

ଭୁବନେଶ୍ୱର, ୩/୧୦ : “ଦ୍ୱିତୀୟ ଥର ପାଇଁ ଓଡିଶାର ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି । ରାଜ୍ୟରେ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦିଆଯିବ…

Read More
‘ସତ୍ୟାଗ୍ରହ’ ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ କଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର/ନୂଆଦିଲ୍ଲୀ, ୩/୧୦: ଆଜି ରାହୁଲ ଗାନ୍ଧୀ ଅକ୍ଟୋବର ୩ ରେ ‘ସତ୍ୟାଗ୍ରହ’ ୱେବସାଇଟ୍ ଲଞ୍ଚ କରିଛନ୍ତି | ଯାହା ଏକ ଡିଜିଟାଲ ପ୍ରୟାସ ଯାହା ଲୋକମାନଙ୍କୁ ସଂଘର୍ଷ…

Read More
AAPର ହାତ ଛାଡି କଂଗ୍ରେସରେ ଯୋଗ ଦେଲେ ଜାତୀୟ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର

ଭୁବନେଶ୍ୱର/ନୂଆଦିଲ୍ଲୀ, ୩/୧୦: ଆମ ଆଦମୀ ପାର୍ଟି (ଆପ)କୁ ଝଟକା | ଦଳ ଛାଡିଲେ ଜାତୀୟ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର | ଆପ ର ହାତ ଛାଡି…

Read More
‘କକରୋଚ ଜନତା ପାର୍ଟି’ ଦ୍ୱାରା ଚାଲିଥିବା ଆନ୍ଦୋଳନକୁ ମମତା ବାନାର୍ଜୀଙ୍କ ସମର୍ଥନ

ଭୁବନେଶ୍ୱର/ନୂଆଦିଲ୍ଲୀ, ୩/୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଆନ୍ଦୋଳନ ଚାଲିଥିବା ବେଳେ, ଶ୍ଚିମବଙ୍ଗର ପୂର୍ବତନ…

Read More