ଭୁବନେଶ୍ୱର, ୨୯/୬ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା। ମହାପ୍ରଭୁଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ। ଆଜି କୋଟି କୋଟି ଭକ୍ତବୃନ୍ଦ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାକୁ ସ୍ୱଚକ୍ଷୁରେ ଦର୍ଶନ କରିବାର ପୁଣ୍ୟ ସୌଭାଗ୍ୟ ଲାଭ କରିବେ ବୋଲି କହିଛନ୍ତି କହିଛନ୍ତି ଡ. ବିକାଶ କୁମାର ମିଶ୍ର l
ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ













Leave a Reply