ଭୁବନେଶ୍ବର, ୨୭/୬ : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ । ଶୁକ୍ରବାର ଲୋକସେବା ଭବନଠାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
୨୦୨୩ ଓ ୨୦୨୪ବର୍ଷ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୩ ବର୍ଷ ପାଇଁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ସମ୍ମାନ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମିଳିଥିବାବେଳେ ୨୦୨୪ ପାଇଁ ଅଭିନେତ୍ରୀ ନମ୍ରତା ଦାସଙ୍କୁ ମିଳିଛି ।
ଆସନ୍ତୁ ଜାଣିବା କେଉଁମାନେ ପାଇଛନ୍ତି ପୁରସ୍କାର :
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ-୨୦୨୩
ମୋହନ ସୁନ୍ଦର ଦେବ ଗୋଗ୍ରାମୀ (ଜୀବନ ବ୍ୟାପୀ ସାଧନା ସମ୍ମାନ)- ଶ୍ୟାମଳେକୁ ଭଟ୍ଟାଚାର୍ଯ୍ୟ
ଶ୍ରେଷ୍ଠ ଚଳଚ୍ଚିତ୍ର- ‘ପୁଷ୍କରା’, ପ୍ରଯୋଜକ- ତରଙ୍ଗ ସିନେ ପ୍ରଡକ୍ସନ୍ସ, ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’, ପ୍ରଯୋଜକ- ମିଷ୍ଟିକ୍ କ୍ଲୋ କ୍ଲାପ୍ସ- ନୈନା ଦାଶ ତିଓ୍ବାରୀ, ପ୍ରୀତିରାଜ ଶତପଥୀ
ଶ୍ରେଷ୍ଠ ନିର୍ଦ୍ଦେଶକ- ପିନାକୀ ସିଂ, ଶିଶିର କୁମାର ସାହୁ- ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’
ଶ୍ରେଷ୍ଠ ମୁଖ୍ୟ ଅଭିନେତା- ହରିହର ମହାପାତ୍ର- ‘ଧୋରେ ବାବୁ ଧୋ’
ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ- ନୈନା ଦାଶ ତିୱାରୀ- ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’, ସୁପ୍ରିୟା ନାୟକ- ‘ପୁଷ୍କରା’
ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା- ଚୌଧୁରୀ ଜୟପ୍ରକାଶ ଦାସ- ‘ଫାଲ୍ଗୁନ ଚୈତ୍ର’
ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ- ସୂର୍ଯ୍ୟମୟୀ ମହାପାତ୍ର– ‘ଡେଲିଭରି ବୟ’
ଶ୍ରେଷ୍ଠ ଖଳ ଅଭିନେତା- ଚୌଧୁରୀ ବିକାଶ ଦାସ- ‘କଟକ ଶେଷରୁ ଆରମ୍ଭ’
ଶେଷ୍ଠ ଖଳ ଅଭିନେତ୍ରୀ- ପିଙ୍କି ପ୍ରଧାନ- ‘ଧୋରେ ବାବୁ ଧୋ’
ଶ୍ରେଷ୍ଠ ହାସ୍ୟ ଅଭିନେତା- ସନ୍ତୋଷ କୁମାର କାଣ୍ଡୀ- ‘ଶକ୍ତି ଆପାର୍ଟମେଣ୍ଟ’
ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ- ଆଲିଆ ନନ୍ଦ- ‘ଶାନ୍ତି ଆପାର୍ଟମେଣ୍ଟ’
ଶ୍ରେଷ୍ଠ କାହାଣୀକାର- ପିନାକୀ ଶ୍ରୀଚନ୍ଦନ- ‘ନିୟତି’
ଶ୍ରେଷ୍ଠ ଚିତ୍ରନାଟ୍ୟ- ପ୍ରଣବ ପ୍ରସନ୍ନ ରଥ- ‘ଫାଲ୍ଗୁନ ଚୈତ୍ର’
ଶ୍ରେଷ୍ଠ ସଂଳାପ ଲେଖକ- ଭରଦ୍ୱାଜ ପଣ୍ଡା- ‘ମନ ମ୍ୟୁଜିୟମ୍’
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ଦାଶ ସମ୍ମାନ)- ଶରତ ନାୟକ- ‘ମନ ମ୍ୟୁଜିୟମ୍’
ଶ୍ରେଷ୍ଠ ଗୀତିକାର- ଡା. ନିର୍ମଳ ନାୟକ- ‘ମହର୍ଷି’- ମୋ ମାଟି ମୋ ପାଇଁ ବାସଚନ୍ଦନ
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ- ବିଷ୍ଣୁ ମୋହନ କବି- ‘ମହର୍ଷି’– ମୋ ମାଟି ମୋ ପାଇଁ ବାସଚନ୍ଦନ
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା- ଅନ୍ତରା ଚକ୍ରବର୍ତ୍ତୀ– ‘ମନ ମ୍ୟୁଜିୟମ୍’- ଆ ରେ ମେଘ ଆ
ଶ୍ରେଷ୍ଠ ଚିତ୍ରଗ୍ରହଣ (ପ୍ରମୋଦ ପତି ସମ୍ମାନ)- ରୁଦ୍ରକାନ୍ତ ସିଂ-‘ମାଇଁ ସୁଇଟ୍ ହାଉସ୍ ୱାଇଫ୍”
ଶ୍ରେଷ୍ଠ ସମ୍ପାଦନା- ରଶ୍ମୀରଞ୍ଜନ ଦାଶ- ‘ଏଇ ଆକାଶ ତଳେ’
ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ- ଜ୍ୟୋତି ପ୍ରକାଶ ମହାନା- ‘ବାପା ସୁପରମ୍ୟାନ୍’
ଶ୍ରେଷ୍ଠ କଳା ନିର୍ଦ୍ଦେଶକ- କଳିଙ୍ଗ କେଶରୀ ନାୟକ- ‘ପୁଷ୍କରା’
ଶ୍ରେଷ୍ଠ ନୃତ୍ୟ ସଂଯୋଜନା- ମଣ୍ଟୁ ଜେନା- ‘ଡେଲିଭରି ବୟ
ଶ୍ରେଷ୍ଠ ରୂପ ସଜ୍ଜାକାରୀ- ରାଜ କିଶୋର ଜେନା- ‘ଲଭ୍ ଇନ୍ ଲଣ୍ଡନ’
ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ- ଓ୍ବାସିଦିଆ ତବସୁମ୍- ‘ଫାଲ୍ଗୁନ ଚୈତ୍ର’
ଶ୍ରେଷ୍ଠ ସ୍ପେଶାଲ୍ ଇଫେକ୍ଟସ୍- କାହାକୁ ଦିଆଯାଇ ନାହିଁ
ଶ୍ରେଷ୍ଠ ମନୋରଞ୍ଜନ ଭିତ୍ତିକ ଚଳଚ୍ଚିତ୍ର- ‘ମାଲ୍ୟଗିରି-କାହାଣୀ ଆରମ୍ଭ’,
ପ୍ରଯୋଜକ- ରେନଡ୍ରପ ପିକ୍ଚର୍ସ- ରାକେଶ କୁମାର ଜେନା
ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର- ‘ଫୁଲଫୁଟି ମହକିଲା’- ପ୍ରଯୋଜକ- ପ୍ରତିଭା କ୍ରିଏଟିଭ୍ ଆର୍ଟସ୍-ଡ. ତ୍ରିଲୋଚନ ଖୁଣ୍ଟିଆ
ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର -‘ମୋ ବୋଉ ମୋ ଗାଁ’ ପ୍ରଯୋଜକ- କିକସେ
ୱିକ୍ସେ ଫିଲ୍ମସ୍ – ସୁପ୍ରଭା ସାହୁ, ନିର୍ଦ୍ଦେଶକ- ସୁବାସ ସାହୁ
ଶ୍ରେଷ୍ଠ ଶିକ୍ଷାଭିଭିକ ଚଳଚ୍ଚିତ୍ର – ‘ମାଇଁ ନ୍ୟାସନାଲ୍ ଫ୍ଲାଗ୍…’- ପ୍ରଯୋଜକ- ନିନା ମହାପାତ୍ର
ସ୍ବତନ୍ତ୍ର ଜୁରୀ ପୁରସ୍କାର- ସମର୍ପିତା ଦାଶ- ‘ଏଇ ଆକାଶ ତଳେ
ଶ୍ରେଷ୍ଠ ଓଡ଼ିଆ ସିନେମା ପୁସ୍ତକ- ମୋନୋଗ୍ରାଫ୍- ଅମିତାଇ ଖିଲାର
ଶ୍ରେଷ୍ଠ ଆଦିବାସୀ ଭାଷା ଚଳଚ୍ଚିତ୍ର- କୌଣସି ଚଳଚ୍ଚିତ୍ର ନାହିଁ
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪ ପ୍ରଦାନ
ମୋହନ ସୁନ୍ଦର ଦେବ ଗୋସ୍ବାମୀ (ଜୀବନ ବ୍ୟାପୀ ସାଧନା ସମ୍ମାନ)- ନମ୍ରତା ଦାସ (ଡଲି ଅପା)
ଶ୍ରେଷ୍ଠ ଚଳଚ୍ଚିତ୍ର – ‘ଆଶ୍ରମ’, ପ୍ରଯୋଜକ- ଅନୀଶ ଏଣ୍ଟରଟେନ୍ମେଣ୍ଟ- ତପନ କୁମାର ଦାସ
ଶ୍ରେଷ୍ଠ ନିର୍ଦ୍ଦେଶକ- ଅଶୋକ ପତି- ‘ପାବାର୍’
ଶ୍ରେଷ୍ଠ ମୁଖ୍ୟ ଅଭିନେତା- ତନ୍ମୟ ମହାନ୍ତି (ବାବୁସାନ୍)- ‘ପାବାର୍’
ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ – ଦେବଯାନୀ ଦେଘୁରିଆ- ‘ଭଗିଆ ଭାରିଯା’
ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା- ସୁକାନ୍ତ ରଥ- ‘ତ୍ରିକନ୍ୟା’
ଶ୍ରେଷ୍ଠା ପାର୍ଶ୍ୱ ଅଭିନେତ୍ରୀ- ଲିପ୍ସା ମିଶ୍ର- ‘କେମିତି ଏ ସମ୍ପର୍କ’
ଶ୍ରେଷ୍ଠ ଖଳ ଅଭିନେତା- ହର ରଥ- ‘ଭୋଟ୍’
ଶେଷ୍ଠ ଖଳ ଅଭିନେତ୍ରୀ- ଭଷସୀ ମିଶ୍ର- “କେମିତି ଏ ସମ୍ପର୍କ
ଶ୍ରେଷ୍ଠ ହାସ୍ୟ ଅଭିନେତା- ଜୀବନ ପଣ୍ଡା- ‘ଅଦୃଶ୍ୟ’
ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ- ଲତାସା ଖୁରାନା- ‘ତୁମ ବିନା’
ଶ୍ରେଷ୍ଠ କାହାଣୀକାର- ଅଜୟ ମହାପାତ୍ର – ‘ଭୋଟ୍
ଶ୍ରେଷ୍ଠ ଚିତ୍ରନାଟ୍ୟ – ଚିନ୍ମୟ କୁମାର ଦାସ- ‘ପରବ’
ଶ୍ରେଷ୍ଠ ସଂଳାପ ଲେଖକ- ବିଜୟ ଦାସ- “ସିନ୍ଦୂରା’
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ଦାଶ ସମ୍ମାନ)- ଦିବ୍ୟଜିତ୍ ସାହୁ – ‘ପରବ’
ଶ୍ରେଷ୍ଠ ଗୀତିକାର- ଦୁର୍ଗା ମାଧବ ପଣ୍ଡା- ‘କର୍ମ’- ମୋ ହୃଦୟଟା ନୁହେଁ
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ- ରୂପକ କୁମାର ପରିଡ଼ା- ‘ଆଶ୍ରମ’- ଅବର୍ଣ୍ଣନୀୟ ଜଗନ୍ନାଥ
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା- ଅର୍ପିତା ଚୌଧୁରୀ- “ଚନ୍ଦ୍ରବଂଶୀ’– ମଧୁଛନ୍ଦାରେ
ଶ୍ରେଷ୍ଠ ଚିତ୍ରଗ୍ରହଣ (ପ୍ରମୋଦ ପତି ସମ୍ମାନ)- ମାନସ କୁମାର ମିଶ୍ର- “ ଭଗିଆ ଭାରିଯା’
ଶ୍ରେଷ୍ଠ ସମ୍ପାଦନା- ଚନ୍ଦ୍ରଶେଖର ମିଶ୍ର- ‘ଆଶ୍ରମ’
ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ- ତୁଷାର ଜେଜା- ‘ରଂଗଶୁର’
ଶ୍ରେଷ୍ଠ କଳା ନିର୍ଦ୍ଦେଶକ- କଳିଙ୍ଗ ନାୟକ- ‘ରଂଗଶୁର
ଶ୍ରେଷ୍ଠ ନୃତ୍ୟ ସଂଯୋଜନା- ଗିରିଶ ମହାତି- ‘ଆଇ ଲଭ୍ ୟୁ-୨.0
ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ- ନିର୍ମଳ ଦାଶ- ‘ଆଇ ଲଭ୍ ୟୁ-୨.0’
ଶ୍ରେଷ୍ଠ ରୂପ ସଜ୍ଜାକାରୀ- ତପନ ନାୟକ- ‘ଆଜିର ରେବତୀ’
ଶ୍ରେଷ୍ଠ ସ୍ପେଶାଲ୍ ଇଫେକ୍ଟସ୍- କାହାକୁ ଦିଆଯାଇ ନାହିଁ
ଶ୍ରେଷ୍ଠ ମନୋରଞ୍ଜନଭିଭିକ ଚଳଚ୍ଚିତ୍ର- ‘କର୍ମ’, ପ୍ରଯୋଜକ- ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍
ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର- ‘ଅନୁଭବ’- ପ୍ରଯୋଜକ- ପିଙ୍କି ପ୍ରଧାନ
ଶ୍ରେଷ୍ଠ ପ୍ରମାଣିକ ଚଳଚ୍ଚିତ୍ର – “ଦଣ୍ଡେ ରହେ କାହାଣୀ କହେ”
ପ୍ରଯୋଜକ/ନିର୍ଦ୍ଦେଶକ- ଦ ପ୍ରମିୟର ମିଡିଆ- ସନ୍ତୋଷ ପଣ୍ଡା
ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର- ‘ସିନ୍ଦୂରା’- ପ୍ରଯୋଜକ-ରାସେଶ୍ବରୀ ଫିଲ୍ମସ୍ – ବିରଞ୍ଚି ନାରାୟଣ ପଣ୍ଡା
ସ୍ବତନ୍ତ୍ର ଜୁରୀ ପୁରସ୍କାର- ସୋନା ମଲ୍ଲିକ- ‘ଆଭା’, ହରିହର ମହାପାତ୍ର – ‘ଭଗିଆ ଭାରିଯା’
ଶ୍ରେଷ୍ଠ ଓଡ଼ିଆ ସିନେମା ପୁସ୍ତକ- ଇଭୋଲ୍ୟୁସନ୍ ଅଫ୍ ଓଡ଼ିଆ ସିନେମା- ଡ. ରଞ୍ଜନ କୁମାର ରଥ
ଶ୍ରେଷ୍ଠ ଆଦିବାସୀ ଭାଷା ଚଳଚ୍ଚିତ୍ର- କୌଣସି ଚଳଚ୍ଚିତ୍ର ନାହିଁ













Leave a Reply