ଏହି ପବିତ୍ର ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ : ସୁନୀଲ କୁମାର ପଣ୍ଡା

ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ସାମ୍ବାଦିକ ସୁନୀଲ କୁମାର ପଣ୍ଡା । ସେ କହିଛନ୍ତି, ଜ୍ଞାନ, ବୁଦ୍ଧି ଓ ସିଦ୍ଧିର ଦେବତା ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ଅବସରରେ ସମସ୍ତଙ୍କୁ ଅଶେଷ ଶୁଭେଚ୍ଛା। ପ୍ରଭୁଙ୍କ ଆଶୀର୍ବାଦରେ ପ୍ରତ୍ୟେକ ଘରେ ଖୁସିର ଦୀପ ଜଳୁ ଓ ମୁହଁରେ ହସ ଫୁଟୁ। ଜୀବନର ସମସ୍ତ ଦୁଃଖ ଓ ବିଘ୍ନ ଦୂର ହୋଇ ସୁଖ ଓ ସମୃଦ୍ଧି ଆସୁ। ଏହି ପବିତ୍ର ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଜୟ ଶ୍ରୀଗଣେଶ ।

Leave a Reply

Your email address will not be published. Required fields are marked *