ପ୍ରଭୁ ଗଣେଶଙ୍କ କୃପା ସଦା ସମସ୍ତଙ୍କ ଉପରେ ରହୁ : ଆଂଶୁ ତ୍ରିପାଠୀ

ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ନେତ୍ରୀ ତଥା ମହିଳା ଉଦ୍ୟୋଗୀ ଆଂଶୁ ତ୍ରିପାଠୀ। ସେ କହିଛନ୍ତି, ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପବିତ୍ର ପୂଜା ଅବସରରେ ସମସ୍ତ ଓଡ଼ିଶାବାସୀ ଓ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ପ୍ରଭୁଙ୍କ ଆଶୀର୍ବାଦରେ ଆମ ସମସ୍ତଙ୍କ ଜୀବନରେ ନୂତନ ଆଶା ଓ ନୂତନ ସମ୍ଭାବନାର ସଞ୍ଚାର ହେଉ। ସମସ୍ତ ବାଧାବିଘ୍ନ ଦୂର ହୋଇ ପ୍ରତ୍ୟେକ ପ୍ରୟାସ ସଫଳତାରେ ପରିଣତ ହେଉ। ପ୍ରଭୁ ଗଣେଶଙ୍କ କୃପା ସଦା ସମସ୍ତଙ୍କ ଉପରେ ରହୁ।

Leave a Reply

Your email address will not be published. Required fields are marked *