ପ୍ରଭୁଙ୍କ ଆଶୀର୍ବାଦରେ ପ୍ରତ୍ୟେକ ପରିବାର ହସ ଖୁସିରେ ଭରିଯାଉ : ଡ. ବିକାଶ କୁମାର ମିଶ୍ର

ଭୁବନେଶ୍ବର,୧୪/୯ : ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପବିତ୍ର ପୂଜା ଅବସରରେ ରାଜ୍ୟ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡ. ବିକାଶ କୁମାର ମିଶ୍ର। ସେ କହିଛନ୍ତି, ପ୍ରଭୁଙ୍କ ଆଶୀର୍ବାଦରେ ପ୍ରତ୍ୟେକ ପରିବାର ହସ ଖୁସିରେ ଭରିଯାଉ। ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସମ୍ଭାବନା ଓ ସଫଳତା ଆସୁ। ଶ୍ରୀଗଣେଶଙ୍କ ଆଶୀର୍ବାଦ ସଦା ସମସ୍ତଙ୍କ ସହ ରହୁ। ଜୟ ଗଣେଶ ।

Leave a Reply

Your email address will not be published. Required fields are marked *