ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ସମସ୍ତ ରାଜ୍ୟବାସୀ ଓ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭେଚ୍ଛା ଜଣାଇଛନ୍ତି ସମାଜସେବୀ ସୁକାନ୍ତ କୁମାର ନାୟକ। ସେ କହିଛନ୍ତି, ପ୍ରଭୁ ଶ୍ରୀଗଣେଶଙ୍କ କୃପାରୁ ଜୀବନର ସମସ୍ତ ବିଘ୍ନ ଦୂର ହେଉ। ସମସ୍ତଙ୍କ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ। ପ୍ରଭୁ ଗଣେଶ ସମସ୍ତଙ୍କୁ ଜ୍ଞାନ, ବୁଦ୍ଧି ଓ ସଫଳତା ପ୍ରଦାନ କରନ୍ତୁ।
ପ୍ରଭୁ ଗଣେଶ ସମସ୍ତଙ୍କୁ ଜ୍ଞାନ, ବୁଦ୍ଧି ଓ ସଫଳତା ପ୍ରଦାନ କରନ୍ତୁ : ସୁକାନ୍ତ ନାୟକ













Leave a Reply