ଭୁବନେଶ୍ବର,୧୫/୮ : ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଶତପଥୀ ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ତ୍ରିରଙ୍ଗାର ଗୌରବରେ ଆଜି ସାରା ଦେଶ ଉତ୍ସବମୁଖର । ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ଶତ ଶତ ପ୍ରଣାମ।
ଦେଶର ଏକତା, ଅଖଣ୍ଡତା ଓ ଗୌରବ ରକ୍ଷା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଆସନ୍ତୁ, ଏକ ସମୃଦ୍ଧ ଓ ଶକ୍ତିଶାଳୀ ଭାରତ ଗଠନର ସଂକଳ୍ପ ନେବା। ସମସ୍ତଙ୍କୁ ୭୯ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା।













Leave a Reply