ଭୁବନେଶ୍ବର,୧୫/୮ : ବରିଷ୍ଠ ସାମ୍ବାଦିକ ମନୋଜ କୁମାର ମେହେର ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ।
ସହିଦମାନଙ୍କ ତ୍ୟାଗ ଓ ବୀରତ୍ୱ ଆମକୁ ସଦା ଦେଶ ପାଇଁ କାମ କରିବାକୁ ପ୍ରେରଣା ଦେଉ । ଦେଶର ଏକତା, ଶାନ୍ତି ଓ ସମୃଦ୍ଧି ପାଇଁ ଆମେ ସମସ୍ତେ ଏକାଠି ହେବା । ଆମ ଭାରତ ଆହୁରି ଶକ୍ତିଶାଳୀ ଓ ବିକଶିତ ହେଉ ଏହା ହିଁ ଆମର କାମନା। ଜୟ ହିନ୍ଦ !













Leave a Reply