ଭୁବନେଶ୍ବର,୧୫/୮ : ବରିଷ୍ଠ ସାମ୍ବାଦିକ ଶିବରାମ ସାହୁ ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ସମସ୍ତଙ୍କୁ ପବିତ୍ର ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ।
ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ଆଜିର ଦିନରେ ଶ୍ରଦ୍ଧାର ସହ ସ୍ମରଣ କରିବା। ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାକୁ ଆହୁରି ସୁଦୃଢ଼ କରିବା। ଆସନ୍ତୁ, ଦେଶର ପ୍ରଗତି ପାଇଁ ନିଜ ନିଜ ସ୍ଥାନରୁ ସଚ୍ଚୋଟତାର ସହ ଅବଦାନ ରଖିବା। ଜୟ ହିନ୍ଦ!













Leave a Reply