ଆମ ଭାରତର ଗୌରବ, ସମ୍ମାନ ଓ ତ୍ରିରଙ୍ଗାର ମର୍ଯ୍ୟାଦା ସଦା ଅକ୍ଷୁଣ୍ଣ ରହୁ : ସଂକର୍ଷଣ ବେହେରା

ଭୁବନେଶ୍ବର,୧୫/୮ :  ବରିଷ୍ଠ ସାମ୍ବାଦିକ ସଂକର୍ଷଣ ବେହେରା ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି , ସ୍ୱାଧୀନତାର ଏହି ମହାନ ପର୍ବ ଆମ ମନରେ ଦେଶପ୍ରେମ ଓ ଦେଶସେବାର ଭାବନାକୁ ଆହୁରି ଦୃଢ଼ କରୁ। ଯେଉଁ ବୀରମାନଙ୍କ ବଳିଦାନରେ ଆମେ ଆଜି ସ୍ୱାଧୀନ, ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି।

ଆସନ୍ତୁ, ଭେଦଭାବ ଭୁଲି ଏକତା ଓ ଭାଇଚାରାର ସହ ଦେଶର ପ୍ରଗତି ପାଇଁ ଆଗେଇ ଚାଲିବା। ଆମ ଭାରତର ଗୌରବ, ସମ୍ମାନ ଓ ତ୍ରିରଙ୍ଗାର ମର୍ଯ୍ୟାଦା ସଦା ଅକ୍ଷୁଣ୍ଣ ରହୁ। ଜୟ ହିନ୍ଦ!

Leave a Reply

Your email address will not be published. Required fields are marked *