ଭୁବନେଶ୍ବର,୧୫/୮ : ସାମ୍ବାଦିକ ସୁନୀଲ କୁମାର ପଣ୍ଡା ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି , ଆଜିର ଦିନ ଆମକୁ ସ୍ମରଣ କରାଏ ସ୍ୱାଧୀନତା ଅସଂଖ୍ୟ ବୀରଙ୍କ ତ୍ୟାଗର ଫଳ। ସେହି ବଳିଦାନକୁ ସମ୍ମାନ ଦେଇ ଦେଶର ଗୌରବ ଓ ସମ୍ମାନକୁ ସର୍ବଦା ଅକ୍ଷୁଣ୍ଣ ରଖିବା।
ଏକତାର ଶକ୍ତିରେ ଭେଦଭାବକୁ ଦୂର କରି ଏକ ସୁଦୃଢ଼ ଭାରତ ଗଢ଼ିବା। ଆମ ଯୁବପିଢ଼ିର ସ୍ୱପ୍ନ ଓ ଆମ ସମସ୍ତଙ୍କ ପ୍ରୟାସରେ ଦେଶ ନୂଆ ଶିଖର ଛୁଇଁବ। ବନ୍ଦେ ମାତରମ୍, ଜୟ ହିନ୍ଦ!













Leave a Reply