ପବିତ୍ର ସୁନାବେଶ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ : ସତ୍ୟ ସାରଥୀ ମହାନ୍ତି

ଭୁବନେଶ୍ବର,୨୫/୭ : ପବିତ୍ର ସୁନାବେଶ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ନେତା ତଥା ସମାଜସେବୀ ସତ୍ୟ ସାରଥୀ ମହାନ୍ତି । ସେ କହିଛନ୍ତି, ସୁନାବେଶ ହେଉଛି ଭକ୍ତି, ଐତିହ୍ୟ ଓ ଆଧ୍ୟାତ୍ମିକତାର ଏକ ଅନନ୍ୟ ପ୍ରତୀକ। ଏହି ପବିତ୍ର ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ। ପ୍ରଭୁଙ୍କ ଦିବ୍ୟ ଆଶୀର୍ବାଦରେ ପ୍ରତ୍ୟେକ ପରିବାର ଆନନ୍ଦ, ସୌଭାଗ୍ୟ ଓ ସୁସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ହେଉ। ସୁନାବେଶର ଏହି ପାବନ ପର୍ବ ସମସ୍ତଙ୍କ ହୃଦୟରେ ପ୍ରେମ, ସଦ୍‌ଭାବ ଓ ମାନବତାର ଆଲୋକ ପ୍ରଜ୍ୱଳିତ କରୁ। ଜୟ ଜଗନ୍ନାଥ।

Leave a Reply

Your email address will not be published. Required fields are marked *