ମାଲକାନଗିରି, ୧୮/୮ : ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ । ମାଲକାନଗିରି ଜିଲ୍ଲା ଝରାପାଲ୍ଲି ରାଜସ୍ୱ ନିରୀକ୍ଷକ ସୁରେଶ ବାଲା । ଗତ ନଭେମ୍ବର ୨୦୨୩ମସିହାରେ ମଧ୍ୟ ଥରେ ଜମିପଟ୍ଟା ବାବଦରେ ୧୫ ହଜାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲାଲେ ସୁରେଶ । ପୁଣି ଏକ ଜାତି ଗତ ପ୍ରମାଣ କରିଦେବା ନାଁରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ତାଙ୍କୁ ଧରିଛି ଭିଜିଲାନ୍ସ ।
ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ, ୮ ହଜାର ଟଙ୍କା ନେଉଥିଲେ ଲାଞ୍ଚ













Leave a Reply