ପବିତ୍ର ସୁନାବେଶ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ : ଜିତେଶ ପରିଡ଼ା

ଭୁବନେଶ୍ବର, ୨୫/୭ : ପବିତ୍ର ସୁନାବେଶ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ନିର୍ଦ୍ଦେଶକ ଜିତେଶ ପରିଡ଼ା । ସେ କହିଛନ୍ତି, ସୁନାବେଶର ପବିତ୍ର ମହୋତ୍ସବ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁବର୍ଣ୍ଣ ଦର୍ଶନ ସମସ୍ତଙ୍କ ଜୀବନରେ ଆଶା, ଆନନ୍ଦ ଓ ଆଧ୍ୟାତ୍ମିକ ଶକ୍ତି ଭରିଦେଉ।
ତାଙ୍କର ଅପାର କୃପାରେ ପ୍ରତ୍ୟେକ ପରିବାର ସୁଖ, ଶାନ୍ତି, ସମୃଦ୍ଧି ଓ ସୁସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ହେଉ।
ଭକ୍ତି, ପ୍ରେମ ଓ ମାନବତାର ବାର୍ତ୍ତା ସମସ୍ତଙ୍କ ହୃଦୟରେ ସଦା ଜାଗ୍ରତ ରହୁ। ଜୟ ଜଗନ୍ନାଥ।

 

Leave a Reply

Your email address will not be published. Required fields are marked *