ରାଜ୍ୟର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ : ଟିକାୟତ ନାୟକ

ଭୁବନେଶ୍ବର,୮/୧୧ : ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ଅପଡେଟର ସମ୍ପାଦକ ଟିକାୟତ ନାୟକ । ସେ କହିଛନ୍ତି, ପବିତ୍ର ଦୀପାବଳି ଅବସରରେ ରାଜ୍ୟର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଆଲୋକର ଏହି ମହାନ ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ନୂତନ ଆଶାର ଆଲୋକ ଭରିଦେଉ ।

ମା’ ଲକ୍ଷ୍ମୀଙ୍କ କୃପାରୁ ପ୍ରତ୍ୟେକ ପରିବାର ହସଖୁସି ଓ ଆନନ୍ଦରେ ପରିପୂର୍ଣ୍ଣ ହେଉ। ଆସନ୍ତୁ, ଆଲୋକର ଏହି ପର୍ବକୁ ପ୍ରେମ, ଭାଇଚାରା ଓ ସଦଭାବନାର ସହିତ ପାଳନ କରିବା । ସମସ୍ତଙ୍କୁ ଶୁଭ ଦୀପାବଳି ।

Leave a Reply

Your email address will not be published. Required fields are marked *