ଓଡ଼ିଶାର ପ୍ରଗତି, ଶାନ୍ତି ଓ ସମୃଦ୍ଧିର ଯାତ୍ରା ଆହୁରି ଉଜ୍ଜ୍ୱଳ ହେଉ : ସଶ୍ମିରାଣୀ ଡଗରା

ଭୁବନେଶ୍ବର,୮/୧୧ : ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡ. ସଶ୍ମିରାଣୀ ଡଗରା । ସେ କହିଛନ୍ତି, ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ନୂତନ ଆଶା ଓ ଅସୀମ ଆନନ୍ଦର ସଞ୍ଚାର କରୁ। ପ୍ରତ୍ୟେକ ହୃଦୟରେ ପ୍ରେମର ଦୀପ, ପ୍ରତ୍ୟେକ ଘରେ ସମୃଦ୍ଧିର ଦୀପ ଏବଂ ସମାଜରେ ସଦଭାବନାର ଦୀପ ପ୍ରଜ୍ୱଳିତ ହେଉ।

ଓଡ଼ିଶାର ପ୍ରଗତି, ଶାନ୍ତି ଓ ସମୃଦ୍ଧିର ଯାତ୍ରା ଆହୁରି ଉଜ୍ଜ୍ୱଳ ହେଉ। ଏହି ମଙ୍ଗଳମୟ ଅବସରରେ ସମସ୍ତ ରାଜ୍ୟବାସୀଙ୍କ ସୁଖମୟ ଜୀବନ କାମନା କରୁଛି। ଏହାସହ ତୁଳସୀ ହସ୍ପିଟାଲ ଏବଂ ସାଇ ଡେଣ୍ଟାଲ୍ ଆଣ୍ଡ୍ ଇମ୍ପଲାଣ୍ଟ କ୍ଲିନିକ୍ ପକ୍ଷରୁ ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନ ଜଣାଯାଇଛି । ଶୁଭ ଦୀପାବଳି।

Leave a Reply

Your email address will not be published. Required fields are marked *