ଦୀପାବଳିର ଆଲୋକ ପ୍ରତ୍ୟେକ ଘରେ ସୁଖ ଓ ସମୃଦ୍ଧିର ସନ୍ଦେଶ ନେଇ ଆସୁ : ଆଲୋକ ମହାରଣା

ଭୁବନେଶ୍ବର,୮/୧୧ : ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାଣ୍ଡ ପେବଲ୍ସ ଟୁର୍ ଆଣ୍ଡ ଟ୍ରାଭେଲ୍ସ (ଆଇ) ପ୍ରାଇଭେଟ୍ ଲିମିଟେଡର ମ୍ୟାନେଜିଂ ଡିରେକ୍ଟର ଆଲୋକ ମହାରଣା । ଦୀପାବଳିର ଆଲୋକ ପ୍ରତ୍ୟେକ ଘରେ ସୁଖ ଓ ସମୃଦ୍ଧିର ସନ୍ଦେଶ ନେଇ ଆସୁ। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ମୁହଁରେ ହସ ଫୁଟୁ, ପ୍ରତ୍ୟେକ ପରିବାରରେ ଆନନ୍ଦ ଓ ଉଲ୍ଲାସ ଭରିଯାଉ। ପରସ୍ପର ପ୍ରତି ସ୍ନେହ, ସହଯୋଗ ଓ ଭାଇଚାରାର ଭାବନା ଆମ ସମାଜକୁ ଆହୁରି ମଜଭୁତ କରୁ।

ଏହି ପବିତ୍ର ଦିନରେ ସମସ୍ତଙ୍କ ସୁଖମୟ, ଶାନ୍ତିପୂର୍ଣ୍ଣ ଓ ମଙ୍ଗଳମୟ ଜୀବନ କାମନା କରୁଛି । ରାଜ୍ୟବାସୀଙ୍କୁ ଦୀପାବଳିର ଅନେକ ଅନେକ ଶୁଭକାମନା।

Leave a Reply

Your email address will not be published. Required fields are marked *