ଭୁବନେଶ୍ବର,୮/୧୧ : ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡ.ଜଗତ ନାରାୟଣ । ସେ କହିଛନ୍ତି, ପବିତ୍ର ଦୀପାବଳିର ଶୁଭ ଅବସରରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ମୋର ଅନ୍ତରର ଗଭୀରତାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଲୋକର ଏହି ମହାନ ପର୍ବ ପ୍ରତ୍ୟେକଙ୍କ ଜୀବନରେ ନୂତନ ଆଶା, ଅସୀମ ସମ୍ଭାବନା ଓ ସଫଳତାର ଆଲୋକ ଭରିଦେଉ।
ରାଜ୍ୟର ପ୍ରତ୍ୟେକ ପରିବାର ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ଆମ ସମସ୍ତଙ୍କ ମିଳିତ ପ୍ରୟାସରେ ଓଡ଼ିଶା ପ୍ରଗତି ଓ ବିକାଶର ନୂତନ ଶିଖର ଛୁଇଁବାର ସଂକଳ୍ପ ଆହୁରି ଦୃଢ଼ ହେଉ। ରୁପମ କ୍ଲିନିକ ପକ୍ଷରୁ ମଧ୍ୟ ସମସ୍ତଙ୍କୁ ଶୁଭ ଦୀପାବଳି।













Leave a Reply