ଭୁବନେଶ୍ବର,୨୪/୭ : ମାଉସୀ ମା’ ଶରଧାବାଲିରୁ ରତ୍ନସିଂହାସନକୁ ମହାପ୍ରଭୁଙ୍କ ବାହୁଡ଼ା ବିଜେ ଭଳି, ଆପଣଙ୍କ ଜୀବନର ସମସ୍ତ ଦୁଃଖ ଦୂର ହୋଇ ସୁଖ ଓ ଆନନ୍ଦ ବାହୁଡ଼ି ଆସୁ । ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ବୋଲି କହିଛନ୍ତି ପ୍ରଯୋଜକ ଅତିଶ କୁମାର ରାଉତ ।
ଆପଣଙ୍କ ଜୀବନର ସମସ୍ତ ଦୁଃଖ ଦୂର ହୋଇ ସୁଖ ଓ ଆନନ୍ଦ ବାହୁଡ଼ି ଆସୁ : ଅତିଶ କୁମାର ରାଉତ













Leave a Reply