ଭୁବନେଶ୍ବର,୧୫/୮ : ସମାଜସେବୀ ସୁକାନ୍ତ କୁମାର ନାୟକ ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସ୍ୱାଧୀନତାର ଏହି ପବିତ୍ର ଦିନ ଆମକୁ ଦେଶ ପାଇଁ ଏକତାବଦ୍ଧ ହୋଇ କାମ କରିବାର ପ୍ରେରଣା ଦେଉ । ଆମ ବୀର ସହିଦମାନଙ୍କ ତ୍ୟାଗକୁ ସ୍ମରଣ କରି ଦେଶର ଗୌରବକୁ ଆହୁରି ଉଚ୍ଚକୁ ନେବା। ଜାତି, ଧର୍ମ ଓ ଭାଷାର ଭେଦଭାବ ଭୁଲି ଭାରତୀୟ ଭାବେ ଏକାଠି ଆଗକୁ ବଢ଼ିବା। ଆମ ଦେଶ ସମୃଦ୍ଧ, ଶାନ୍ତିମୟ ଓ ଶକ୍ତିଶାଳୀ ହେଉ ଏହା ହିଁ ଆମର ସଂକଳ୍ପ । ଜୟ ହିନ୍ଦ!
ଜାତି, ଧର୍ମ ଓ ଭାଷାର ଭେଦଭାବ ଭୁଲି ଭାରତୀୟ ଭାବେ ଏକାଠି ଆଗକୁ ବଢ଼ିବା : ସୁକାନ୍ତ ନାୟକ













Leave a Reply