ଆସନ୍ତୁ, ଏକତା, ଭାଇଚାରା ଓ ଦେଶପ୍ରେମର ବନ୍ଧନକୁ ଆହୁରି ମଜବୁତ କରିବା : ସତ୍ୟ ସାରଥୀ ମହାନ୍ତି

ଭୁବନେଶ୍ବର,୧୫/୮ : ବିଜେପି ନେତା ତଥା ସମାଜସେବୀ ସତ୍ୟ ସାରଥୀ ମହାନ୍ତି ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସ୍ୱାଧୀନତାର ଏହି ଗୌରବମୟ ଦିନରେ ଦେଶର ସମସ୍ତ ବୀର ସହିଦ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛୁ। ସେମାନଙ୍କ ତ୍ୟାଗ ଆମକୁ ଦେଶ ପାଇଁ କିଛି କରିବାର ପ୍ରେରଣା ଦେଉ। ଆସନ୍ତୁ, ଏକତା, ଭାଇଚାରା ଓ ଦେଶପ୍ରେମର ବନ୍ଧନକୁ ଆହୁରି ମଜବୁତ କରିବା। ଆମ ସମସ୍ତଙ୍କ ସାମୂହିକ ପ୍ରୟାସରେ ଭାରତକୁ ଏକ ଶକ୍ତିଶାଳୀ ଓ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା। ଜୟ ହିନ୍ଦ!

Leave a Reply

Your email address will not be published. Required fields are marked *