ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା : ସୁକାନ୍ତ ନାୟକ

ଭୁବନେଶ୍ବର,୨୪/୭ : ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଅନ୍ତରରୁ ପ୍ରଣାମ ଓ ହାର୍ଦ୍ଦିକ ଶୁଭେଚ୍ଛା। ଭକ୍ତ ବତ୍ସଳ କାଳିଆ ସାଆନ୍ତଙ୍କ ପବିତ୍ର ବାହୁଡ଼ା ଯାତ୍ରା ଆମ ସମସ୍ତଙ୍କ ଜୀବନରେ ଭକ୍ତି, ବିଶ୍ୱାସ, ସୁଖ, ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା ଆଣୁ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ କୃପାରେ ପ୍ରତ୍ୟେକ ପରିବାର ସୁଖୀ ହେଉ, ପ୍ରତ୍ୟେକ ହୃଦୟ ଭକ୍ତିରେ ପରିପୂର୍ଣ୍ଣ ହେଉ ଏବଂ ସମଗ୍ର ବିଶ୍ୱରେ ଶାନ୍ତି ଓ ମଙ୍ଗଳ ପ୍ରତିଷ୍ଠା ହେଉ ବୋଲି କହିଛନ୍ତି ସମାଜସେବୀ ସୁକାନ୍ତ ନାୟକ ।

Leave a Reply

Your email address will not be published. Required fields are marked *