ପବିତ୍ର ବାହୁଡ଼ା ଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା : ସଂକର୍ଷଣ ବେହେରା

ଭୁବନେଶ୍ବର,୨୪/୭ : ପବିତ୍ର ବାହୁଡ଼ା ଯାତ୍ରାର ପାବନ ଅବସରରେ ଆପଣ ଓ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସୁଭଦ୍ରା ଓ ପ୍ରଭୁ ବଳଭଦ୍ରଙ୍କ ଅସୀମ କୃପା ସଦା ସର୍ବଦା ଆପଣଙ୍କ ଉପରେ ବର୍ଷିତ ହେଉ। ଆପଣଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସୁସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ହେଉ। ଜୟ ଜଗନ୍ନାଥ!

ପବିତ୍ର ବାହୁଡ଼ା ଯାତ୍ରାର ଅନେକ ଅନେକ ଶୁଭେଚ୍ଛା ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ସଂକର୍ଷଣ ବେହେରା l

Leave a Reply

Your email address will not be published. Required fields are marked *