ଭୁବନେଶ୍ବର,୧୫/୮ : ସାମ୍ବାଦିକ ଦିନେଶ କୁମାର ସେଠି ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସ୍ୱାଧୀନତା ଆମର ଗର୍ବ, ଆମର ଅଧିକାର ଓ ଆମର ଦାୟିତ୍ୱ। ଏହି ମହାନ ସ୍ୱାଧୀନତା ପାଇଁ ଯେଉଁ ବୀରମାନେ ହସି ହସି ନିଜ ଜୀବନ ଦେଇଥିଲେ, ସେମାନଙ୍କୁ ଶତ ଶତ ପ୍ରଣାମ। ଆସନ୍ତୁ, ଦେଶର ଏକତା, ଶାନ୍ତି ଓ ଭାଇଚାରାକୁ ଆହୁରି ମଜବୁତ କରିବା। ଆମ କର୍ମ, ଆମ ଚିନ୍ତା ଓ ଆମ ସଂକଳ୍ପରେ ଭାରତକୁ ଆହୁରି ଉନ୍ନତ କରିବା। ଜୟ ହିନ୍ଦ !
ସ୍ୱାଧୀନତା ଆମର ଗର୍ବ, ଆମର ଅଧିକାର ଓ ଆମର ଦାୟିତ୍ୱ : ଦିନେଶ କୁମାର ସେଠି













Leave a Reply