ଭୁବନେଶ୍ବର,୧୫/୮ : ଡ. ବିକାଶ କୁମାର ମିଶ୍ର ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସ୍ୱାଧୀନତା ଆମ ପାଇଁ କେବଳ ଏକ ଅଧିକାର ନୁହେଁ, ଏହା ଆମ ବୀର ପୂର୍ବଜଙ୍କ ତ୍ୟାଗର ଅମୂଲ୍ୟ ଉପହାର।
ଆସନ୍ତୁ, ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖି ଏକ ସଶକ୍ତ ଭାରତ ଗଠନରେ ଯୋଗଦାନ କରିବା। ଦେଶର ସମ୍ମାନ, ସଂସ୍କୃତି ଓ ଗୌରବକୁ ସର୍ବଦା ଉଚ୍ଚରେ ରଖିବା। ସମସ୍ତ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା। ଜୟ ହିନ୍ଦ, ଜୟ ଭାରତ!













Leave a Reply