ଆମ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ଆଦର୍ଶକୁ ଜୀବନରେ ଅନୁସରଣ କରିବା : ପ୍ରାଣ ରଞ୍ଜନ ବେହେରା

ଭୁବନେଶ୍ବର,୧୫/୮ :  ସାମ୍ବାଦିକ ପ୍ରାଣ ରଞ୍ଜନ ବେହେରା ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ସ୍ୱାଧୀନତାର ଏହି ପବିତ୍ର ଦିନ ଆମ ସମସ୍ତଙ୍କ ହୃଦୟରେ ଦେଶପ୍ରେମର ନୂଆ ଉତ୍ସାହ ଭରିଦେଉ। ଆମ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ଆଦର୍ଶକୁ ଜୀବନରେ ଅନୁସରଣ କରିବା।

ଭାରତର ଏକତା, ଅଖଣ୍ଡତା ଓ ସମ୍ମାନ ପାଇଁ ଆମେ ସମସ୍ତେ ଏକାଠି ହୋଇ ଆଗକୁ ବଢ଼ିବା। ଆମର ପ୍ରତ୍ୟେକ ଭଲ ପଦକ୍ଷେପ ଦେଶର ପ୍ରଗତିରେ ଏକ ନୂଆ ଅଧ୍ୟାୟ ଯୋଡ଼ୁ। ଜୟ ହିନ୍ଦ!

Leave a Reply

Your email address will not be published. Required fields are marked *