୬ରେ ଲକ୍ଷ୍ନୌରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ T20 ମ୍ୟାଚ୍

ଭୁବନେଶ୍ୱର/ନୂଆଦିଲ୍ଲୀ, ୪/୧୦: ଅକ୍ଟୋବର ୬ରେ ଲକ୍ଷ୍ନୌରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ଖେଳାଯିବ। ଶେଷ ମ୍ୟାଚ୍ ଅକ୍ଟୋବର ୧୭ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ।ଏହି ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା । ଫିଟନେସ୍ ସମସ୍ୟା କାରଣରୁ ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସିରିଜରୁ ବାଦ୍ ପଡ଼ିଛନ୍ତି ।

ଅଷ୍ଟ୍ରେଲିଆ-ଏ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଇଣ୍ଡିଆ-ଏ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ସେ ଏପର୍ଯ୍ୟନ୍ତ ଫିଟ୍ ହୋଇପାରିନଥିବାରୁ ସିରିଜରୁ ବାହାରିଛନ୍ତି । ତାଙ୍କ ସ୍ଥାନରେ ସୂର୍ଯ୍ୟାଂଶ ଶେଡ୍‌ଗେଙ୍କୁ ଦଳରେ ସାମିଲ କରାଯାଇଛି । ରିପୋର୍ଟ ଅନୁସାରେ, ହାର୍ଦ୍ଦିକଙ୍କୁ ପୂରା ଫିଟ୍ ହୋଇ ଫେରିବାକୁ ଆହୁରି କିଛି ସମୟ ଲାଗିପାରେ । ଏପରି ସ୍ଥିତିରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମଧ୍ୟ ତାଙ୍କ ଫେରିବା ନେଇ ଆଶଙ୍କା ରହିଛି ।

ଉଭୟ ଦଳ ମଧ୍ୟରେ ପ୍ରଥମ ମୁକାବିଲା ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ବେଳେ ୯ ଅକ୍ଟୋବରରେ ଦ୍ବିତୀୟ ଦିନିକିଆ ଏବଂ ୧୧ ଅକ୍ଟୋବରରେ ତୃତୀୟ ମ୍ୟାଚ୍ ଖେଳାଯିବ।

ଇଣ୍ଡିଆ-ଏ ଦିନିକିଆ ଦଳ:

ଋତୁରାଜ ଗାଏକୱାଡ (ଅଧିନାୟକ), ସାଇ ସୁଦର୍ଶନ, ଦେବଦତ୍ତ ପାଡିକ୍କଲ, ରଜତ ପାଟିଦାର, ପ୍ରଭସିମରନ ସିଂହ, ପ୍ରିୟାଂଶ ଆର୍ଯ୍ୟ, ନମନ ଧୀର, ନିଶାନ୍ତ ସିନ୍ଧୁ, ଅର୍ଶିନ କୁଲକର୍ଣ୍ଣି, ଅର୍ଶଦ ଖାନ, ବିପ୍ରଜ ନିଗମ, କୁମାର କୁଶାଗ୍ର, ୟଶ ଠାକୁର, ଗୁରଜାପନୀତ ସିଂହ।

Leave a Reply

Your email address will not be published. Required fields are marked *