ଭୁବନେଶ୍ୱର, ୫/୧୦: ଦୀର୍ଘ ୮ ବର୍ଷ ପରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । କ୍ୟାମ୍ପସ୍ ଇଲେକ୍ସନ ଆସନ୍ତା ଅକ୍ଟୋବର ୧୫ ତାରିଖରେ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବୈଠକ ପରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସ୍ୟର୍ଯ୍ୟବଂଶୀ ସୁରଜ ।
ସୂଚନାନୁଯାୟୀ, ଛାତ୍ର ସଂସଦ ନିର୍ବାଚନ ନେଇ କଲେଜ ପକ୍ଷରୁ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୯ ତାରିଖରେ ନାମାଙ୍କନ ଦାଖଲ ହେବ । ୧୩ ତାରିଖରେ ହ୍ଵାଏ ଆଇ ଷ୍ଟାଣ୍ଡ ଫର୍ ବୈଠକ ହେବ । ୧୫ ତାରିଖରେ ନିର୍ବାଚନ ହେବ ଏବଂ ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବ ହେବ ।













Leave a Reply