ରଥଯାତ୍ରାକୁ ଛୋଟଛୁଆ, ବୃଦ୍ଧ ଓ ରୋଗୀଙ୍କୁ ଭିଡ଼କୁ ନ ଆସିବାକୁ ଡିଜିପିଙ୍କ ଅପିଲ୍

ଭୁବନେଶ୍ବର,୧୭/୭ : ମହାପ୍ରଭୁଙ୍କ ରଥଯାତ୍ରାରେ ପ୍ରାୟ ୪ରୁ ୫ଲକ୍ଷ ଭକ୍ତ ଆସିଛନ୍ତି । ଆଜି ସନ୍ଧ୍ୟାରେ ଆହୁରି ଭିଡ ବଢିବାର ସମ୍ଭାବନା ରହିଛି । ଛୋଟଛୁଆ ବୃଦ୍ଧ ଓ ରୋଗୀଙ୍କୁ ଭିଡକୁ ନ ଆସିବାକୁ ଡିଜିପି ଅପିଲ୍ କରିଛନ୍ତି । ପୁଲିସ ଆଡଭାଇଜାରି ମାନିକବାକୁ ଅପିଲ କରିଛନ୍ତି ଡିଜିପି ।

ନିଜେ ଶୃଙ୍ଖଳିତ ଦର୍ଶନ କରିବା ସହ ଅନ୍ୟକୁ ଦର୍ଶନ ପାଇଁ ସୁଯୋଗ ଦିଅନ୍ତୁ । ରଥଯାତ୍ରା, ବାହୁଡା ଏହାପରେ ସୁନାବେଶରେ ମଧ୍ୟ ଭିଡ ହେବ । ଏଣୁ ଛୋଟଛୁଆ ବୃଦ୍ଧ ଓ ରୋଗୀଙ୍କୁ ଭିଡକୁ ନଆସିବାକୁ ଡିଜିପି ଅପିଲ୍ କରିଛନ୍ତି।

Leave a Reply

Your email address will not be published. Required fields are marked *