ଭୁବନେଶ୍ବର,୮/୧୧ : ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମାଜସେବୀ ସୁକାନ୍ତ କୁମାର ନାୟକ। ସେ କହିଛନ୍ତି, ପବିତ୍ର ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଓ ଶୁଭେଚ୍ଛା। ଆଲୋକର ଏହି ପର୍ବ ପ୍ରତ୍ୟେକଙ୍କ ଜୀବନରୁ ଅନ୍ଧକାର ଦୂର କରି ସୁଖ, ଶାନ୍ତି ଓ ସମୃଦ୍ଧିର ନୂତନ ଆଲୋକ ଭରିଦେଉ।
ଆମ ରାଜ୍ୟରେ ଭାଇଚାରା, ସଦଭାବନା ଓ ଏକତାର ଭାବନା ଆହୁରି ସୁଦୃଢ଼ ହେଉ। ମା’ ଲକ୍ଷ୍ମୀ ଓ ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। ସମସ୍ତଙ୍କୁ ମୋର ଶୁଭ ଦୀପାବଳି।













Leave a Reply