ଆମେ ଅଧିକରୁ ଅଧିକ ଗଛ ଲଗାଇବା ଉଚିତ୍ : କୌଶଲ୍ୟା ନାୟକ

ଭୁବନେଶ୍ବର,୫/୬ : ଜୁନ୍ ୫ତାରିଖ ବିଶ୍ବ ପରିବେଶ ଦିବସ ଅଟେ । ଚତୁପାର୍ଶ୍ବରେ ଥିବା ବାୟୁ, ଜଳ, ମାଟି, ଗଛ ଲତା ଓ ପ୍ରାଣୀ ଜଗତକୁ ନେଇ ପରିବେଶ ଗଠିତ । ପରିବେଶ ଆମକୁ ବଞ୍ଚିବାକୁ ଖାଦ୍ୟ, ଜଳ, ଶୁଦ୍ଧ ପବନ ଯୋଗାଇଥାଏ ।

ପରିବେଶକୁ ସୁସ୍ଥ ରଖିବା ପାଇଁ ଆମ୍ଭେ ଅଧିକରୁ ଅଧିକ ଗଛ ଲଗାଇବା ଉଚିତ୍ । ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବା ଏବଂ ଆବର୍ଜନାକୁ ସଠିକ୍ ସ୍ଥାନରେ ଫିଙ୍ଗିବା ଦରକାର । ପରିବେଶ ସୁରକ୍ଷା ହିଁ ଜୀବନର ସୁରକ୍ଷା ଅଟେ ବୋଲି କହିଛନ୍ତି ବିଶିଷ୍ଟ ସମାଜସେବୀ କୌଶଲ୍ୟା ନାୟକ ।

Leave a Reply

Your email address will not be published. Required fields are marked *