ଭୁବନେଶ୍ବର,୧୬/୬ : ପବିତ୍ର ରଜ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଦୋଳି, ପୋଡ଼ପିଠା ଓ ପରିବାରର ସ୍ନେହରେ ଏହି ପବିତ୍ର ପର୍ବ ଆହୁରି ସ୍ମରଣୀୟ ହେଉ । ମାଟି, ପ୍ରକୃତି ଓ ଓଡ଼ିଆ ପରମ୍ପରା ପ୍ରତି ଆମର ଭଲପାଇବା ସଦା ଅତୁଟ ରହୁ । ସମସ୍ତଙ୍କ ଜୀବନରେ ଖୁସି ଓ ସଫଳତାର ନୂଆ ଆଲୋକ ଭରିଯାଉ ବୋଲି କହିଛନ୍ତି ଡ. ବିକାଶ କୁମାର ମିଶ୍ର ।
ସମସ୍ତଙ୍କ ଜୀବନରେ ଖୁସି ଓ ସଫଳତାର ନୂଆ ଆଲୋକ ଭରିଯାଉ : ଡ. ବିକାଶ କୁମାର ମିଶ୍ର












Leave a Reply