ରଜ ପର୍ବ ନୂତନ ଉତ୍ସାହ ଓ ଆନନ୍ଦ ନେଇ ଆସୁ : ଅଂଶୁ ତ୍ରିପାଠୀ, ବିଜେଡି ନେତ୍ରୀ

ଭୁବନେଶ୍ବର,୧୪/୬ : ଏହି ପବିତ୍ର ରଜ ପର୍ବ ଆପଣଙ୍କ ଜୀବନକୁ ଖୁସି, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ କରୁ। ପରିବାର ସହ ଆନନ୍ଦମୟ ରଜ ପାଳନ କରନ୍ତୁ । ପୋଡ଼ ପିଠାର ସୁଗନ୍ଧ ଓ ରଜର ଆନନ୍ଦ ଆପଣଙ୍କ ଘରକୁ ହସ ଓ ଖୁସିରେ ଭରି ଦେଉ । ଆପଣ ଓ ଆପଣଙ୍କ ପରିବାର ସଦା ସୁସ୍ଥ, ସୁଖୀ ଓ ସମୃଦ୍ଧ ରୁହନ୍ତୁ ।

ଏହି ରଜ ପର୍ବ ନୂତନ ଉତ୍ସାହ ଓ ଆନନ୍ଦ ନେଇ ଆସୁ ବୋଲି କହିଛନ୍ତି ବିଜେଡି ନେତ୍ରୀ ତଥା ଉଦ୍ୟୋଗପତି ଅଂଶୁ ତ୍ରିପାଠୀ ।

Leave a Reply

Your email address will not be published. Required fields are marked *