ଭୁବନେଶ୍ବର,୧୮/୧୦ : ପବିତ୍ର ଦୁର୍ଗାପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ସମାଜସେବୀ ସୁକାନ୍ତ କୁମାର ନାୟକ। ସେ କହିଛନ୍ତି, ମା’ ଦୁର୍ଗାଙ୍କ ଆଗମନରେ ଧରା ହେଉ ଆନନ୍ଦମୟ, ଜୀବନ ହେଉ ମଙ୍ଗଳମୟ। ମା’ଙ୍କ ଦିବ୍ୟ ଆଶୀର୍ବାଦରେ ପ୍ରତ୍ୟେକଙ୍କ ମନରେ ଭରିଯାଉ ସୁଖ, ଶାନ୍ତି ଓ ସମୃଦ୍ଧି।
ଅସତ୍ୟ ଉପରେ ସତ୍ୟର, ଅନ୍ଧକାର ଉପରେ ଆଲୋକର ବିଜୟ ହେଉ। ସମସ୍ତଙ୍କ ଜୀବନରୁ ଦୁଃଖ ଦୂର ହୋଇ ସଫଳତା ଓ ଖୁସିର ନୂଆ ଅଧ୍ୟାୟ ଆରମ୍ଭ ହେଉ। ମା’ ଦୁର୍ଗା ସମସ୍ତଙ୍କ ମନୋକାମନା ପୂର୍ଣ୍ଣ କରନ୍ତୁ। ଜୟ ମା’ ଦୁର୍ଗା ।













Leave a Reply