ଭୁବନେଶ୍ବର,୧୮/୧୦ : ପବିତ୍ର ଦୁର୍ଗାପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ସିନେ ପ୍ରଯୋଜକ ଅତିଶ କୁମାର ରାଉତ । ସେ କହିଛନ୍ତି , ଶାରଦୀୟ ଦୁର୍ଗାପୂଜା ଅବସରରେ ଆପଣ ଓ ଆପଣଙ୍କ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା । ମା’ଦୁର୍ଗାଙ୍କ ଆଗମନରେ ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ। ମା’ଙ୍କ ଅପାର କରୁଣାରୁ ସମସ୍ତ ଦୁଃଖ, କଷ୍ଟ ଓ ବିପଦ ଦୂର ହେଉ।
ପ୍ରତ୍ୟେକ ହୃଦୟରେ ଭକ୍ତି, ପ୍ରେମ ଓ ଆନନ୍ଦର ଦୀପ ପ୍ରଜ୍ୱଳିତ ହେଉ। ଜୟ ମା’ ଦୁର୍ଗା। ଶୁଭ ଶାରଦୀୟ ଦୁର୍ଗାପୂଜା ।













Leave a Reply