ଭୁବନେଶ୍ବର, ୨୫/୭ : ପବିତ୍ର ସୁନାବେଶ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡ. ବିକାଶ କୁମାର ମିଶ୍ର । ସେ କହିଛନ୍ତି, ସୁନାବେଶ କେବଳ ସୁବର୍ଣ୍ଣ ଅଳଙ୍କାରର ଶୋଭା ନୁହେଁ, ଏହା ଭକ୍ତି, ବିଶ୍ୱାସ ଓ ଦିବ୍ୟ କୃପାର ପ୍ରତୀକ । ଏହି ପବିତ୍ର ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦେଉ। ପ୍ରତ୍ୟେକ ଘରେ ହସ, ପ୍ରତ୍ୟେକ ହୃଦୟରେ ଭକ୍ତି ଓ ପ୍ରତ୍ୟେକ ପଦକ୍ଷେପରେ ସଫଳତା ବିରାଜମାନ ହେଉ । ସୁନାବେଶର ପବିତ୍ର ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ। ଜୟ ଜଗନ୍ନାଥ ।
ସୁନାବେଶର ପବିତ୍ର ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ : ଡ. ବିକାଶ କୁମାର ମିଶ୍ର













Leave a Reply