ଭୁବନେଶ୍ବର,୨୫/୭ : ସୁନାବେଶର ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଅପାର କୃପା ସଦା ସର୍ବଦା ଆପଣଙ୍କ ଉପରେ ବର୍ଷିତ ହେଉ। ଆପଣଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ପରିପୂର୍ଣ୍ଣ ହେଉ। ଏହି ପବିତ୍ର ଦିନଟି ସମସ୍ତଙ୍କ ଜୀବନରେ ଆନନ୍ଦ, ଐକ୍ୟ ଓ ମଙ୍ଗଳର ବାର୍ତ୍ତା ଆଣିଦେଉ ବୋଲି କହିଛନ୍ତି ବିଜେପି ସଭାନେତ୍ରୀ ଦେବସ୍ମିତା ମହାନ୍ତି ।
ସୁନାବେଶର ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା : ଦେବସ୍ମିତା ମହାନ୍ତି













Leave a Reply