ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ : ସ୍ବର୍ଣ୍ଣଲତା ବିଶ୍ବାଳ

ଭୁବନେଶ୍ବର,୨୪/୭ : ପବିତ୍ର ବାହୁଡ଼ା ଯାତ୍ରାର ପାବନ ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦିବ୍ୟ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସଦ୍ଭାବନାରେ ପରିପୂର୍ଣ୍ଣ ହେଉ।

ପବିତ୍ର ବାହୁଡ଼ା ଯାତ୍ରା ଆମ ସମାଜରେ ଏକତା, ସେବା, ସହଯୋଗ ଓ ଭାଇଚାରାର ଭାବନାକୁ ଆହୁରି ସୁଦୃଢ଼ କରୁ ବୋଲି କହିଛନ୍ତି ଅଭିନେତ୍ରୀ ସ୍ବର୍ଣ୍ଣଲତା ବିଶ୍ବାଳ(ଚୁନି) ।

 

Leave a Reply

Your email address will not be published. Required fields are marked *