ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତଙ୍କୁ ଅନ୍ତରରୁ ଶୁଭେଚ୍ଛା : ଦିନେଶ କୁମାର ସେଠି

ଭୁବନେଶ୍ବର,୨୪/୭ : ନୀଳାଚଳର ନାଥ, କଳିଯୁଗର ଆରାଧ୍ୟ ଦେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତଙ୍କୁ ଅନ୍ତରରୁ ପ୍ରଣାମ ଓ ଶୁଭେଚ୍ଛା।ମହାପ୍ରଭୁଙ୍କ ଅସୀମ କରୁଣା ଓ କୃପାରେ ପ୍ରତ୍ୟେକ ଘରେ ସୁଖ, ଶାନ୍ତି, ସମୃଦ୍ଧି ଓ ଧର୍ମର ଜ୍ୟୋତି ପ୍ରଜ୍ୱଳିତ ହେଉ। ସମସ୍ତଙ୍କ ଜୀବନ ଭକ୍ତି, ସେବା ଓ ସତ୍‌କର୍ମରେ ଆଲୋକିତ ହେଉ ବୋଲି କହିଛନ୍ତି ସାମ୍ବାଦିକ ଦିନେଶ କୁମାର ସେଠି ।

Leave a Reply

Your email address will not be published. Required fields are marked *