ପବିତ୍ର ବାହୁଡ଼ା ଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ : ଆଂଶୁ ତ୍ରିପାଠୀ

ଭୁବନେଶ୍ବର,୨୪/୭ : ଆପଣଙ୍କୁ ଏବଂ ଆପଣଙ୍କ ପରିବାରବର୍ଗଙ୍କୁ ପବିତ୍ର ବାହୁଡ଼ା ଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ଦିବ୍ୟ କୃପା ଓ ଆଶୀର୍ବାଦ ସଦାବେଳେ ଆପଣଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଦେଉ​ ବୋଲି କହିଛନ୍ତି ବିଜେଡି ନେତ୍ରୀ ତଥା ମହିଳା ଉଦ୍ୟୋଗୀ ଆଂଶୁ ତ୍ରିପାଠୀ l

Leave a Reply

Your email address will not be published. Required fields are marked *