ନୂଆଦିଲ୍ଲୀ,୩୧/୫ : IPL ୨୦୨୬ର ଫାଇନାଲ ମ୍ୟାଚ୍ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି । ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଗୁଜରାଟ ଟାଇଟନ୍ସ(GT)ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବ ।
ସୂଚନାଯୋଗ୍ୟ ଯେ, ଗ୍ରୁପ ପର୍ଯ୍ୟାୟରେ ଦୁଇ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ୍ ଜିତିଥିବା ବେଳେ କ୍ୱାଲିଫାୟର-୧ ମ୍ୟାଚ୍ରେ ଆର୍ସିବି ବଡ଼ ବ୍ୟବଧାନରେ ଗୁଜରାଟକୁ ପରାସ୍ତ କରିଥିଲା । ଏଣୁ ଡିଫେଣ୍ଡିଂ ଚାମ୍ପିୟନ ଆର୍ସିବିକୁ ଫେଭରାଇଟ ବିବେଚନା କରାଯାଉଛି ।










Leave a Reply