ଭୁବନେଶ୍ବର,୧୪/୬ : ଗଣପର୍ବ ‘ରଜ’ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆନନ୍ଦ ଓ ଉଲ୍ଲାସର ଏହି ଅବସର ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। ଏହି ଅନନ୍ୟ ସଂସ୍କୃତି ଓ ପରମ୍ପରା ହେଉଛି ପ୍ରକୃତି ପ୍ରତି ଆମ ସମ୍ମାନର ପ୍ରତୀକ। ଆନନ୍ଦ ଓ ଉଲ୍ଲାସର ଏହି ଅବସର ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ସୁନୀଲ ପଣ୍ଡା ।












Leave a Reply