ଭୁବନେଶ୍ବର,୧୫/୬ : ପରିବାର ସହ ଆନନ୍ଦମୟ ରଜ ପାଳନ କରନ୍ତୁ । ପୋଡ଼ ପିଠାର ସୁଗନ୍ଧ ଓ ରଜର ଆନନ୍ଦ ଆପଣଙ୍କ ଘରକୁ ହସ ଓ ଖୁସିରେ ଭରି ଦେଉ । ଆପଣ ଓ ଆପଣଙ୍କ ପରିବାର ସଦା ସୁସ୍ଥ, ସୁଖୀ ଓ ସମୃଦ୍ଧ ରୁହନ୍ତୁ । ଏହି ରଜ ପର୍ବ ନୂତନ ଉତ୍ସାହ ଓ ଆନନ୍ଦ ନେଇ ଆସୁ ବୋଲି କହିଛନ୍ତି କଳାହାଣ୍ଡି ଜିଲ୍ଲାର ସାମ୍ବାଦିକ ତଥା ସମାଜସେବୀ ପ୍ରାଣରଞ୍ଜନ ବେହେରା।
ରଜ ପର୍ବ ନୂତନ ଉତ୍ସାହ ଓ ଆନନ୍ଦ ନେଇ ଆସୁ : ପ୍ରାଣରଞ୍ଜନ ବେହେରା












Leave a Reply