ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ : ପାର୍ଥ ସାରଥୀ ମହାନ୍ତି, ବରିଷ୍ଠ ବିଜେପି ନେତା

ଭୁବନେଶ୍ବର, ୧୪/୬ : ପବିତ୍ର ରଜ ପର୍ବ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଗଣପର୍ବ ଆମ ସଂସ୍କୃତି, ପରମ୍ପରା ଓ ଭାଇଚାରାର ବାର୍ତ୍ତାକୁ ଆହୁରି ସୁଦୃଢ଼ କରୁ । ମା’ ଧରିତ୍ରୀଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।

ରଜର ଏହି ପବିତ୍ର ଅବସର ସମସ୍ତଙ୍କ ପାଇଁ ଆନନ୍ଦ ଓ ମଙ୍ଗଳମୟ ହେଉ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ପାର୍ଥ ସାରଥୀ ମହାନ୍ତି ।

Leave a Reply

Your email address will not be published. Required fields are marked *