ଭୁବନେଶ୍ବର,୧୮/୧୦ : ପବିତ୍ର ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାମ୍ବାଦିକ ଦିନେଶ କୁମାର ସେଠି। ସେ କହିଛନ୍ତି, ମା’ ଦୁର୍ଗାଙ୍କ ଆଗମନରେ ଉତ୍ସବମୁଖର ହୋଇ ଉଠୁ ଆମ ପ୍ରିୟ ଓଡ଼ିଶାର ପୁରପଲ୍ଲୀ। ଏହି ପବିତ୍ର ପର୍ବ ରାଜ୍ୟବାସୀଙ୍କ ମଧ୍ୟରେ ଏକତା, ଭାଇଚାରା, ପ୍ରେମ ଓ ସଦଭାବନାକୁ ଆହୁରି ସୁଦୃଢ଼ କରୁ।
ମା’ଙ୍କ ଆଶୀର୍ବାଦରେ ଓଡ଼ିଶାର ଚାଷୀ, ଶ୍ରମିକ, ଯୁବପିଢ଼ି ଓ ସମାଜର ସମସ୍ତ ବର୍ଗର ଲୋକଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆସୁ। ଆସନ୍ତୁ, ଏକ ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା। ଜୟ ମା’ ଦୁର୍ଗା । ସମୃଦ୍ଧ ହେଉ ଆମ ଓଡ଼ିଶା।













Leave a Reply