ଭୁବନେଶ୍ବର,୧୮/୧୦ : ପବିତ୍ର ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ନେତା ତଥା ସମାଜସେବୀ ସତ୍ୟ ସାରଥୀ ମହାନ୍ତି । ସେ କହିଛନ୍ତି, ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଓଡ଼ିଶାର ସମସ୍ତ ଭାଇଭଉଣୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମା’ ଦୁର୍ଗାଙ୍କ ଅପାର କରୁଣାରେ ରାଜ୍ୟରୁ ଦୁଃଖ, ଦାରିଦ୍ର୍ୟ ଓ ଅଶାନ୍ତି ଦୂର ହେଉ।
ପ୍ରତ୍ୟେକଙ୍କ ମୁହଁରେ ହସ ଫୁଟୁ, ପ୍ରତ୍ୟେକ ଘରେ ସୁଖର ଦୀପ ଜଳୁ ଏବଂ ପ୍ରତ୍ୟେକ ହୃଦୟରେ ଆଶାର ଆଲୋକ ଭରିଯାଉ। ଆମ ସମସ୍ତଙ୍କ ସାମୂହିକ ପ୍ରୟାସରେ ଓଡ଼ିଶା ଉନ୍ନତି ଓ ପ୍ରଗତିର ଶିଖର ଛୁଉଁ। ସମସ୍ତ ରାଜ୍ୟବାସୀଙ୍କୁ ଶୁଭ ଶାରଦୀୟ ଦୁର୍ଗାପୂଜା।













Leave a Reply